ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Sep 30, 2022, 7:00 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

ଆଜିର ବଡ ଖବର
  • ଆଜି ରାଜ୍ୟ କ୍ୟାବିନେଟ
  • ଆଜି ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ଜେପି ନଡ୍ଡା
  • ଆଜି ଦାୟିତ୍ବ ନେବେ ସିଡିଏସ ଅନୀଲ ଚୌହ୍ବାନ
  • ଆଜି ନାମାଙ୍କନ ଭରିବେ ଶଶିଥରୁର-ଦିଗବିଜୟ
  • ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'
  • ଆଜି ଅନ୍ତର୍ଜାତୀୟ ଅନୁବାଦ ଦିବସ
  • ଆଜି ରିଲିଜ ହେବ ଫିଲ୍ମ ବିକ୍ରମଭେଦା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.