ETV Bharat / bharat

ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲା ବାପା

author img

By

Published : Jun 9, 2022, 7:08 PM IST

ଯୌତୁକ ପାଇଁ ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲେ ବାପା
ଯୌତୁକ ପାଇଁ ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲେ ବାପା

ଯୌତୁକ ପାଇଁ ବୋହୂକୁ ହତ୍ୟା ପରେ ପୋଡିଦେଲେ ଶାଶୁଘର ଲୋକେ । ମୃତ ମହିଳାଙ୍କ ବାପା ଅଧା ପୋଡି ଯାଇଥିବା ଗୋଟିଏ ଗୋଡ ଧରି ଥାନାରେ ଦ୍ବାରସ୍ଥ । ଅଧିକ ପଢନ୍ତୁ

ପାଟନା: ପୁଣି ଯୌତୁକ ଜୁଇରେ ଜଳିଗଲା ନବବଧୂ । ମୃତ୍ୟୁ ପରେ ବାପଘର ଲୋକଙ୍କୁ ନ ଜଣାଇ ଶାଶୁଘର ଲୋକେ ଅନ୍ତିମ ସଂସ୍କାର ଘଟିଛି ବିହାରର ଭୋଜପୁରରେ ।

ଯୌତୁକ ପାଇଁ ବୋହୂକୁ ଜାଳିଦେଲେ ଶାଶୁଘର ଲୋକେ, ଅଧାପୋଡା ଗୋଡ ଧରି ଥାନାରେ ପହଞ୍ଚିଲେ ବାପା

ସୂଚନା ଅନୁଯାୟୀ, ମମତା ଦେବୀ ନାମକ ଜଣେ ମହିଳା ସ୍ଥାନୀୟ ଅଞ୍ଚଳର ବିବାହ କରିଥିଲେ । ଏକ ବର୍ଷ ପୂର୍ବେ ବିବାହ ହୋଇ ଥିବାବେଳେ ତାଙ୍କୁ ସର୍ବଦା ଯୌତୁକ ପାଇଁ ନିର୍ଯାତନା ଦିଆ ଯାଉଥିବା ବାପଘରେ କହି ଆସୁଥିଲେ । ଶେଷରେ ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ବାପଘର ଲୋକେ ଆସିବା ପୂର୍ବରୁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି ମହିଳାଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ପ୍ରଥମେ ବାଲିରେ ପୋତି ଦେଇଥିଲେ, କିନ୍ତୁ ଏହାପରେ ବାଲିରୁ ବାହାର କରି ପୋଡିଥିଲେ ।

ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ମହିଳାଙ୍କ ବାପା ଏବଂ ମାଆ ଶ୍ମଶାନ ଘାଟରେ ପହଞ୍ଚି ଥିଲେ ଏବଂ ଅଧା ପୋଡିଥିବା ଗୋଟିଏ ଗୋଡକୁ ନେଇ ଥାନାରେ ପହଞ୍ଚିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.