ETV Bharat / bharat

Election Result: ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର

author img

By

Published : Mar 10, 2022, 12:45 PM IST

Updated : Mar 10, 2022, 12:51 PM IST

ଅମରିନ୍ଦର ସିଂ
ଅମରିନ୍ଦର ସିଂ

ନିଜ ଗଡରେ ନିଜେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଆପ ପ୍ରାର୍ଥୀ ଅଜିତ ପଲ କୋହଲିଙ୍କ ଠାରୁ ହେଲେ ପରାସ୍ତ । ଅଧିକ ପଢନ୍ତୁ

ଅମୃତସର: ନିଜ ଗଡରେ ନିଜେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଆପ ପ୍ରାର୍ଥୀ ଅଜିତ ପଲ କୋହଲିଙ୍କ ଠାରୁ ହେଲେ ପରାସ୍ତ ।

ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ  ଅମରିନ୍ଦର ସିଂ
ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

19 ହଜାର 697 ଭୋଟରେ କ୍ୟାପଟେନଙ୍କୁ ପରାସ୍ତ କଲେ ଆପ ପ୍ରାର୍ଥୀ ଅଜିତ ପଲ କୋହଲି।

Last Updated :Mar 10, 2022, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.