ETV Bharat / bharat

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 18, 2022, 7:00 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜି ରାଜ୍ୟ କ୍ୟାବିନେଟ
  • ଆଜି ପ୍ରଧାନମନ୍ତ୍ରୀ NMFT ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ
  • ପଦ୍ମପୁର ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଯାଞ୍ଚ
  • ଆଜି ଶ୍ରୀମନ୍ଦିରରେ ଖୋଲିବ ଇ-ହୁଣ୍ଡି
  • ଆଜି ବିଧାନସଭା ଆଗରେ ସତ୍ୟାଗ୍ରହ କରିବ ବିଜେପି
  • ଆଜିଠୁ 'ଅଗ୍ନିବୀରବାୟୁ' ପରୀକ୍ଷା: ଭାଗନେବେ ମହିଳା
  • ଆଜିଠୁ ରାଜ୍ୟରେ କମିବ ଶୀତ
  • ଆଜି ନାଚ୍ୟୁରୋପାଥି ଦିବସ
  • ଆଜି ପ୍ରେକ୍ଷାଳୟରେ ରିଲିଜ ହେବ ଦୃଶ୍ୟମ୍-2
  • ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ T20
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.