ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Nov 2, 2022, 7:00 AM IST

Updated : Nov 2, 2022, 7:21 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଅଁଳା ନବମୀ । ଶ୍ରୀରାଧାପାଦ ଦର୍ଶନ।
  • ଆଜି ନାଗାଲାଣ୍ଡ ଗସ୍ତରେ ଯିବେ ରାଷ୍ଟ୍ରପତି ।
  • ଆଜି କର୍ଣ୍ଣାଟକ ନିବେଶ ଉଦଘାଟନୀ ସମାରୋହକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।
  • ଝୁଲା ପୋଲ ଦୁର୍ଘଟଣା, ଆଜି ଗୁଜୁରାଟରେ ଦିନିକିଆ ଶୋକ ।
  • ଆଜି ଜଳସାଥୀଙ୍କ ସଶକ୍ତିକରଣର ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ।
  • ଆଜି ବିପ୍ଳବୀ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ।
  • T-20WC: ଆଜି ଭାରତ-ବାଂଲାଦେଶ ମୁକାବିଲା ।
  • ଆଜି ଜାତୀୟ ଚାପ ସଚେତନତା ଦିବସ ।
Last Updated : Nov 2, 2022, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.