ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Oct 31, 2022, 7:00 AM IST

ଦେଶ ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକ ରେ ETV Bharat ଦେବ ପ୍ରମୁଖ ଖବର

etv bharat odisha news today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

  • ଆଜିର ବଡ ଖବର
  • ଆଜିଠୁ ଜୟପୁର ସହରକୁ ବିମାନସେବା ଆରମ୍ଭ
  • ଆଜି ରାଷ୍ଟ୍ରୀୟ ଏକତା ଦିବସ
  • ଆଜି ଷ୍ଟାଚ୍ୟୁ ଅଫ୍‌ ୟୁନିଟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି
  • ଧାମନଗର ଉପନିର୍ବାଚନ: ଆଜି ଭିସି ଜରିଆରେ ପ୍ରଚାର କରିବେ ନବୀନ
  • ରାଜ୍ୟରେ ଆଜିଠୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା
  • ଆଜି ସୁପ୍ରିମକୋର୍ଟରେ ସିଏଏ ପିଟିସନର ଶୁଣାଣି
  • ଆଜି ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ବିଜେଡି
  • ଆଜିଠୁ ଭିଜିଲାନ୍ସ ସଚେତନତା ସପ୍ତାହ
  • ଆଜି ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ
  • T20 ବିଶ୍ବକପ୍: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଆୟର୍ଲାଣ୍ଡ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.