ETV Bharat / bharat

ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର

author img

By

Published : Oct 29, 2022, 9:15 PM IST

ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଆତଙ୍କବାଦ ବିରୋଧୀ ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଦେଲେ ଧନ୍ୟବାଦ (EAM Jaishankar spoke with Antony Blinken)। ଆଲୋଚନାରେ ସ୍ଥାନ ପାଇଲା ଦ୍ବିପାକ୍ଷିକ ସମ୍ପର୍କ ସହ ୟୁକ୍ରେନ ସ୍ଥିତିର ସାମ୍ପ୍ରତିକ କ୍ରମବିକାଶଃ । ଅଧିକ ପଢନ୍ତୁ

ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବିଲକେନଙ୍କ ସହ କଥା ହେଲେ ଜୟଶଙ୍କର
ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବିଲକେନଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର (EAM Jaishankar spoke with Antony Blinken)। 26/11 ଆତଙ୍କବାଦୀ ଆକ୍ରମଣ ଘଟଣାରେ ବ୍ଲିଙ୍କେନ ସ୍ପଷ୍ଟ ଆତଙ୍କବାଦ ବିରୋଧୀ ବାର୍ତ୍ତା ଦେଇଥିବାରୁ ଜୟଶଙ୍କର ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

  • EAM Dr S Jaishankar spoke with Antony Blinken, the US Secretary of State today

    "Thanked him for his strong and clear message yesterday on counter-terrorism and 26/11 accountability. Discussed the Ukraine conflict and other regional issues," tweeted EAM Jaishankar

    (File photo) pic.twitter.com/t1ZiQxDOlC

    — ANI (@ANI) October 29, 2022 " class="align-text-top noRightClick twitterSection" data=" ">

ସେହିପରି ଉଭୟ ନେତାଙ୍କ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ୟୁକ୍ରେନ-ଋଷ ଯୁଦ୍ଧ ଓ ସାମ୍ପ୍ରତିକ କ୍ରମବିକାଶଃ ସମେତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ସମେତ ଅନ୍ୟାନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଛି । ଆଜିର ଆଲୋଚନା ସମ୍ପର୍କରେ ନିଜେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Good to speak to US Secretary of State @SecBlinken. Thanked him for his strong and clear message yesterday on counter-terrorism and 26/11 accountability.

    Discussed the Ukraine conflict and other regional issues.

    — Dr. S. Jaishankar (@DrSJaishankar) October 29, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.