ETV Bharat / bharat

ତାମିଲନାଡୁ ପୋଲିସ ହତ୍ୟା ମାମଲା: କର୍ଣ୍ଣାଟକରୁ 2 ଗିରଫ

author img

By

Published : Jan 14, 2020, 2:42 PM IST

Karnataka police
ତାମିଲନାଡୁ ପୋଲିସ ହତ୍ୟା ମାମଲା, କର୍ଣ୍ଣାଟକରୁ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ଉଡୁପି ରେଲୱେ ଷ୍ଟେସନରୁ ଦୁଇ ସନ୍ଦିଗ୍ଧ ଗିରଫ । ଗିରଫ କଲା କର୍ଣ୍ଣାଟକ ପୋଲିସ । ମଙ୍ଗଳବାର ଅପରାହ୍ନରେ ଦୁହିଁଙ୍କୁ ଗିରଫ କରିଥିବା ଜଣାପଡିଛି ।

ବେଙ୍ଗାଲୁରୁ: ଉଡୁପି ରେଲୱେଷ୍ଟେସନରୁ ଦୁଇ ସନ୍ଦିଗ୍ଧ ଗିରଫ । ଗିରଫ କଲା କର୍ଣ୍ଣାଟକ ପୋଲିସ । ମଙ୍ଗଳବାର ଅପରାହ୍ନରେ ଦୁହିଁଙ୍କୁ ଗିରଫ କରିଥିବା ଜଣାପଡିଛି ।

ପୋଲିସ ସୂଚନା ଅନୁଯାୟୀ, ତାମିଲନାଡୁ ପୋଲିସ ଅଫିସର ୱିଲସନଙ୍କୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ହେଲେ ସାମିମ୍‌ ଓ ତୌଫିକ୍‌ । ତେବେ ଉଭୟଙ୍କୁ ପୋଲିସ ଗିରଫ କରିବା ପରେ ପଚରାଉଚରା ଜାରି ରଖିଛି ।

ସୂଚନା ଥାଉକି, ଜାନୁଆରୀ 8 ତାରିଖ ରାତିରେ ୱିଲସନଙ୍କୁ କାଲିଆକାଭଲାଇ ଚେକପଏଣ୍ଟରେ ହତ୍ୟା କରାଯାଇଥିଲା । ପରେ ପୋଲିସ ସିସିଟିଭି ଆଧାରରେ ଏହି ଦୁଇଜଣଙ୍କୁ ଗିରଫ କରିଛି ।

Intro:ಉಡುಪಿ: ಉಡುಪಿಯಲ್ಲಿ ಶಂಕಿತ ಇಬ್ಬರ ಉಗ್ರರ ಬಂಧನ
ಉಡುಪಿ: ಉಡುಪಿ ರೈಲ್ವೇ ನಿಲ್ದಾಣದಿಂದ ಇಬ್ಬರು ಶಂಕಿತ ಉಗ್ರರ ಬಂಧನ ವಾಗಿದೆ.

ಅಬ್ದುಲ್ ಶಮೀಮ್ ಮತ್ತು ತೌಫಿಕ್ ಎಂದು ಶಂಕಿಸಲಾಗಿದೆ. ತಮಿಳುನಾಡಿನಲ್ಲಿ ಪೋಲಿಸ್ ಅಧಿಕಾರಿ ವಿಲ್ಸನ್ ಹತ್ಯೆಗೈದಿದ್ದ ಆರೋಪಿಗಳು ಎಂದು ಶಂಕಿಸಲಾಗಿದೆ.

ತಮಿಳುನಾಡಿನಲ್ಲಿ ಪೊಲೀಸ್ ಅಧಿಕಾರಿ ಹತ್ಯೆಗೈದಿದ್ದ ಉಗ್ರರು
ಕೇರಳ ಮೂಲಕ ಕರ್ನಾಟಕ ಕರಾವಳಿಗೆ ಆಗಮಿಸಿರುವ ಶಂಕೆ ವ್ಯಕ್ತವಾಗಿದೆ.ಉಗ್ರರ ಗುಂಡಿಗೆ ಬಲಿಯಾಗಿದ್ದ ಪೊಲೀಸ್ ಅಧಿಕಾರಿ ವಿಲ್ಸನ್ ಬಲಿಯಾಗಿದ್ದರು.

ಜ 8ರಂದು ಕಲಿಯಿಕ್ಕಾವಿಲ ಚೆಕ್ ಪೋಸ್ಟ್ ಬಳಿ ಘಟನೆ ನಡೆದಿತ್ತು.
ಬಂಧನದ ಬಗ್ಗೆ ಪೋಲಿಸರು ಗೌಪ್ಯತೆ ಕಾಯ್ದುಕೊಂಡಿದ್ದಾರೆ.Body:ArrestConclusion:Arrest
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.