ETV Bharat / bharat

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଦୌଡରାଣୀ ଦୂତି ଚାନ୍ଦ

author img

By

Published : Jan 4, 2020, 4:23 AM IST

sprintet-queen-dutee-chand-meet-president-ramnath-kovind
ଫଟୋ ସୌଜନ୍ୟ: ଏଏନଆଇ

ଦୌଡରାଣୀ ଦୂତି ଚାନ୍ଦ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ....

ହାଇଦ୍ରାବାଦ: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଦୌଡରାଣୀ ଦୂତି ଚାନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିଛନ୍ତି । ଏହି ଅବସରରେ ଦୂତି ଚାନ୍ଦ ମଧ୍ୟ କୋବିନ୍ଦଙ୍କୁ ଭେଟିଛନ୍ତି ।

sprintet-queen-dutee-chand-meet-president-ramnath-kovind
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଦୌଡରାଣୀ ଦୂତି ଚାନ୍ଦ


ଦେଶର ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ, ଉଦ୍ଭାବନ, କ୍ରୀଡା, ସଶକ୍ତିକରଣ, ଦିବ୍ୟାଙ୍କ ବ୍ୟକ୍ତି, କୃଷି ଏବଂ ବନୀକରଣ, ମହିଳା ଓ ଶିଶୁ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିଭାଗରେ ପ୍ରଂଶସନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି ରାମନାଥ କୋବିନ୍ଦ । ଦେଶପାଇଁ ଏମାନଙ୍କ ଅବଦାନ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥିବା କହିଛନ୍ତି ରାଷ୍ଟ୍ରପତି ।

Intro:Body:

hghghgh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.