ବଲାଙ୍ଗୀରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ.. ଦେଖନ୍ତୁ LIVE - Rahul Gandhi balangir visit

By ETV Bharat Odisha Team

Published : May 15, 2024, 12:44 PM IST

Updated : May 15, 2024, 1:04 PM IST

thumbnail

ଭୁବନେଶ୍ବର/ବଲାଙ୍ଗୀର: ବଲାଙ୍ଗୀରରେ ରାହୁଲ ଗାନ୍ଧୀ । ରାଜ୍ୟରେ ନିର୍ବାଚନୀ ଉଷ୍ମତା ଭରିରହିଛି ।  ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଭୋଟ ମାଗିବାକୁ ପ୍ରଚାର ମୈଦାନରେ ହେଭିଓ୍ୱେଟ  । ତେବେ ଜାତୀୟ ଦଳର ଫୋକସରେ  ଓଡ଼ିଶା ରହିଛି । ହେଭିଓ୍ବେଟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି  । ଏହି କ୍ରମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତ କରିଛନ୍ତି । ନିର୍ବାଚନୀ ପ୍ରଚାର ପାଇଁ ଆସିଛନ୍ତି ରାହୁଲ ଗାନ୍ଧୀ  । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବଲାଙ୍ଗୀର ଗସ୍ତ କରିଛନ୍ତି । ଜିଲ୍ଲାରେ ରୋଡ଼ ସୋ ଓ ଜନ ସଭା କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ତେଲେଙ୍ଗାନା ଡେପୁଟି ମୁଖ୍ୟମନ୍ତ୍ରୀ ମାଲୁ ଭାଟି ଓ ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରମୁଖ ଆସିଛନ୍ତି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ରହିଛି  । ଦେଖନ୍ତୁ ବଲାଙ୍ଗୀରରୁ ଲାଇଭ ଇଟିଭି ଭାରତ, ଭୁବନେଶ୍ବର/ବଲାଙ୍ଗୀର

Last Updated : May 15, 2024, 1:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.