ଓଡିଶା

odisha

ବିଜୟା ଦଶମୀ, ଭିଏସଏସ ନଗର ପୂଜା ମଣ୍ଡପରେ ମହାମାୟୀଙ୍କ ପାଖରେ ଲାଗିହୁଏ ଦହି ପଖାଳ

By

Published : Oct 5, 2022, 3:54 PM IST

ଭୁବନେଶ୍ବର: ଆଜି ମହାମାୟୀଙ୍କ ବିଜୟା ଦଶମୀ । ଶେଷ ଦିନରେ ବି ସହରର ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଭିଡ ଲାଗିଛି । ଭିଏସଏସ ନଗର ପୂଜା ମଣ୍ଡପରେ କମିଶନରେଟ ପୋଲିସ କାର୍ଯ୍ୟାଳୟର ଅବିକଳ ତୋରଣ କରାଯାଇଥିବା ବେଳେ ଜଗତଜନନୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ । ଏନେଇ ଭିଏସଏସ ନଗର ପୂଜା ମଣ୍ଡପରୁ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

...view details