ଓଡିଶା

odisha

କେନ୍ଦୁଝର ସଦର ରେଞ୍ଜରେ ପଶିଲେ ହାତୀପଲ, ଆତଙ୍କିତ ସ୍ଥାନୀୟ ଲୋକେ

By

Published : Sep 1, 2022, 12:50 PM IST

କେନ୍ଦୁଝର ସଦର ରେଞ୍ଜର ଗୋପାଳପୁର ଗାଁକୁ ପଶିଲେ ଏଗାର ଟିକିଆ ହାତୀପଲ । ଗତ କିଛି ଦିନ ଧରି ଏହି ହାତୀପଲ ସଦର ରେଞ୍ଜର ବିଭିନ୍ନ ଅଞ୍ଚଳର ଗାଁ ଗୁଡିକରେ ପଶି ଚାଷ ନଷ୍ଟ କରୁଥିବାବେଳେ, ଆଜି ସକାଳୁ ଏହି ହାତୀ ପଲ ଗୋପାଳପୁର ପୋଲ ନିକଟରେ ପହଞ୍ଚି ଯାଇଥିଲେ । ଆଉ ହାତୀଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଉଦ୍ୟମ କରିଥିଲେ । ସେପଟେ, ବନ ବିଭାଗ ପକ୍ଷରୁ ହାତୀ ଉପରେ ନିଜର ରଖାଯାଇଛି ବୋଲି କୁହାଯାଇଛି । ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details