ଓଡିଶା

odisha

ବନ୍ୟା ଘେରରେ ନୟାଗଡ; ଶାଳଧରିଆ ଓ ଭଗବାନପୁରକୁ ଯୋଗାଯୋଗ ବିଚ୍ଛିନ୍ନ

By

Published : Sep 14, 2021, 2:07 PM IST

ସାରା ରାଜ୍ୟରେ ବନ୍ୟା ସ୍ଥିତି । ଗାଁ ଗାଁରେ ପଶିଛି ବର୍ଷା ପାଣି । ଉପକୂଳିଆ ଓ ନଦୀକୂଳିଆ ଅଞ୍ଚଳରେ ଥିବା ଗାଁ ଗୁଡିକ ଏବେ ପାଣି ଘେରର । ଏପରି ସ୍ଥିତିରେ ବାଦ ପଡିନାହିଁ ନୟାଗଡ ଜିଲ୍ଲା । ଜିଲ୍ଲାର ବହୁ ଗାଁ ପାଣିଘେରରେ । ଶାଳଧରିଆ ଓ ଭଗବାନପୁର ପଞ୍ଚାୟତର 10 ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ଦେଖନ୍ତୁ ଭିଡିଓ..

ABOUT THE AUTHOR

...view details