ଓଡିଶା

odisha

ଚର୍ଚ୍ଚାରେ ଓଡିଆ ଛାତ୍ର କିଶନ କୁମାର ସାହୁଙ୍କ ଅଭିଭାଷଣ, ଲୋକସଭା ବାଚସ୍ପତି କଲେ ପ୍ରଂଶସା

By

Published : Jan 3, 2023, 5:14 PM IST

Updated : Feb 3, 2023, 8:38 PM IST

ନୂଆଦିଲ୍ଲୀ: ଗତମାସରେ ଅନୁଷ୍ଠିତ ଜାତୀୟ ଯୁବ ସଂସଦରେ ଭାଗ ନେଇ ସଂସଦର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସନ୍ଦର୍ଭରେ ଅଗ୍ନିବର୍ଷୀ ଭାଷଣ ଦେଇ ଚର୍ଚ୍ଚାରେ ମୟୁରଭଞ୍ଜ ବାସିନ୍ଦା ତଥା ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକ ଛାତ୍ର କିଶନ କୁମାର ସାହୁ । ଯାହାଙ୍କର ଭାଷଣକୁ ଖୋଦ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଂଶସା କରିବା ସହିତ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖନ୍ତୁ କିଶନ ଭାଷଣ ।
Last Updated :Feb 3, 2023, 8:38 PM IST

ABOUT THE AUTHOR

...view details