ଓଡିଶା

odisha

Odisha Assembly: ଅର୍ଚ୍ଚନା ମାମଲାରେ ଚିଟ୍‌ଫଣ୍ଡ ଭଳି ବାଟ ନଭୁଲୁ ଇଡି କହିଲେ ନରସିଂହ

By

Published : Nov 24, 2022, 11:04 PM IST

Updated : Feb 3, 2023, 8:33 PM IST

ଭୁବନେଶ୍ବର: ଆଜି ବିଧାନସଭାରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅର୍ଚ୍ଚନା ମାମଲାରେ ଇଡି ଠିକଣା ରାସ୍ତାରେ ଯାଉଛି । ଚିଟ୍ ଫଣ୍ଡ ଭଳି ବାଟ ଭୁଲ ନଯାଉ କହିଲେ ନରସିଂହ ।
Last Updated :Feb 3, 2023, 8:33 PM IST

ABOUT THE AUTHOR

...view details