ଓଡିଶା

odisha

ନକଲି ଔଷଧ କାରବାର ମାମଲା: ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ

By

Published : Jun 22, 2021, 10:21 PM IST

କଟକରେ ନକଲି ଔଷଧ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଅଭିଯୁକ୍ତ ଶିବ ଜେନା । ଅଧିକ ପଢ଼ନ୍ତୁ...

accused Shiba Jena, anticipatory bail in duplicate covid medicine case, duplicate covid medicine case, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ, ନକଲି ଔଷଧ ମାମଲା, ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ,  ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା
ନକଲି ଔଷଧ କାରାବର ମାମଲା: ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ

କଟକ: ଜିଲ୍ଲାରେ ନକଲି କୋଭିଡ ଔଷଧ କାରବାର ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶିବ ଜେନା । ମେଡିଲଏଡ ମେଡିକାମେଣ୍ଟର ମୁଖ୍ୟ ଶିବ ଜେନା ।

ଗତ 10 ତାରିଖ ଦିନ ନକଲି କୋଭିଡ ଔଷଧ କାରବାରରେ ଧରା ପଡ଼ିଥିଲେ ଶିବ ଜେନା । ଡ୍ରଗ କଣ୍ଟ୍ରୋଲରଙ୍କ ଏତାଲା କ୍ରମେ ଶିବ ଜେନାଙ୍କ ନାଁରେ ମାମଲା ଦାୟର କରିଛି STF । ଗିରଫଦାରୀ ଭୟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଶିବ ଜେନା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details