ଓଡିଶା

odisha

ରୁହନ୍ତୁ ସତର୍କ, ଟ୍ବିନ ସିଟିରେ ପ୍ରବଳ ବର୍ଷା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

By

Published : Oct 13, 2020, 10:53 AM IST

ମଙ୍ଗଳବାର ଦିନ ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ପ୍ରବଳ ବର୍ଷା ପ୍ରଭାବରେ ରାସ୍ତା ଘାଟ ଖସଡ଼ା ହେବ,ଟ୍ରାଫିକ ସମସ୍ୟା ଉପୁଜିପାରେ ।

ରୁହନ୍ତୁ ସତର୍କ, ଟୁଇନସିଟିରେ ପ୍ରବଳ ବର୍ଷା ସମ୍ଭାବନା: ଆଞ୍ଚଳିକ ପାଣିପାଗ କେନ୍ଦ୍ର
ରୁହନ୍ତୁ ସତର୍କ, ଟୁଇନସିଟିରେ ପ୍ରବଳ ବର୍ଷା ସମ୍ଭାବନା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଏପଟେ ମଙ୍ଗଳବାର ଦିନ ଟ୍ବିନ ସିଟିରେ ପ୍ରବଳ ବର୍ଷା ନେଇ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଫଟୋ ସୌଜନ୍ୟ: ଟ୍ବିଟର @mcbbsr

ଭୁବନେଶ୍ବର- କଟକରେ ଦିନ ୧୨.୩୦ ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୱାର୍ନିଙ୍ଗ ଜାରି କରାଯାଇଛି । ତେବେ ପ୍ରବଳ ବର୍ଷା ପ୍ରଭାବରେ ରାସ୍ତା ଘାଟ ଖସଡ଼ା ହେବ,ଟ୍ରାଫିକ ସମସ୍ୟା ଉପୁଜିପାରେ ।

ରୁହନ୍ତୁ ସତର୍କ, ଟୁଇନସିଟିରେ ପ୍ରବଳ ବର୍ଷା ସମ୍ଭାବନା: ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଅନ୍ୟପଟେ ଆଜି (ମଙ୍ଗଳବାର) ସକାଳୁ ପବନ ସହ ପ୍ରବଳ ଘଡଘଡି ବର୍ଷା ଆରମ୍ଭ ହୋଇଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details