ଓଡିଶା

odisha

ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ !

By

Published : Sep 1, 2021, 11:03 PM IST

କୋଭିଡ କଟକଣା ନ ହଟଣୁ ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ । ଅଧିକ ପଢନ୍ତୁ...

Uatkala university student attack
ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ

ଭୁବନେଶ୍ବର:ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ । କୋଭିଡ କଟକଣା ନ ହଟଣୁ ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ । ଦିନ ଦ୍ବିପ୍ରହରରେ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ ।

ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟକୁ ଫେରିଲା ଛାତ୍ର ଆକ୍ରମଣ

ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଥିବା ସରସ୍ବତୀଙ୍କ ମୂର୍ତ୍ତି ହଟାଇବା ବିବାଦକୁ ନେଇ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଆଇନ ବିଭାଗର ଛାତ୍ରଙ୍କୁ ଅଣଛାତ୍ର ପଶି ପିଟିଥିବା ଅଭିଯୋଗ। ହୋଇଛି । ଆହତ ଅଵସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଭୁବନେଶ୍ବରୁର ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details