ଓଡିଶା

odisha

RTI ରଞ୍ଜନ ଦାଶ ହତ୍ୟା ଘଟଣା: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଓ ସୂଚନାକର୍ମୀ ଧସ୍ତାଧସ୍ତି

By

Published : Dec 14, 2020, 4:37 PM IST

ଆରଟିଆଇ ରଞ୍ଜନ ଦାଶ ହତ୍ୟା ଘଟଣା । ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଓ ସୂଚନାକର୍ମୀ ଧସ୍ତାଧସ୍ତି । ଅଧିକ ପଢନ୍ତୁ...

RTI Ranjan Das murder case
RTI ରଞ୍ଜନ ଦାଶ ହତ୍ୟା ଘଟଣା : ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଓ ସୂଚନାକର୍ମୀ ଧସ୍ତାଧସ୍ତି

ଭୁବନେଶ୍ବର : ଆରଟିଆଇ ରଞ୍ଜନ ଦାଶ ହତ୍ୟା ଘଟଣା ନେଇ ନବୀନ ନିବାସ ଘେରାଉ ଉଦ୍ୟମ ହୋଇଛି । ପୋଲିସ ଓ ସୂଚନାକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ହତ୍ୟା ଘଟଣାକୁ ନେଇ ନବୀନ ନିବାସ ଘେରାଉ ଉଦ୍ୟମ କରୁଥିବା ବେଳେ ଅଧାବଟରୁ ଆରଟିଆଇ କର୍ମୀଙ୍କୁ ଉଠାଇ ନେଲା ପୋଲିସ। ଶିଶୁଭବନ ଛକ ନିକଟରେ ବ୍ୟାରିକେଟ ଭାଙ୍ଗିବା ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା।

RTI ରଞ୍ଜନ ଦାଶ ହତ୍ୟା ଘଟଣା : ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ ଓ ସୂଚନାକର୍ମୀ ଧସ୍ତାଧସ୍ତି

ବିଜେଡି ବିଧାୟକ ଅତନୁ ସବ୍ୟସଚୀ ନାୟକଙ୍କ ପ୍ରଲୋଚନାରେ ପୋଲିସ କେନ୍ଦ୍ରାପଡା ସୂଚନା କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାକୁ ଏକ ଦୁର୍ଘଟଣା ରୂପ ଦେଇଥିବା ଅଭିଯୋଗ କରିଛନ୍ତି ଆରଟିଆଇକର୍ମୀ। ତେବେ ଏହି ଘଟଣାକୁ କେନ୍ଦ୍ରାପଡା ପୋଲିସ ତଦନ୍ତ ନ କରି ଅନ୍ୟ ଅଧିକାରୀଙ୍କୁ ତଦନ୍ତ ଭାର ଦେବା ପାଇଁ ଦାବି କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details