ଓଡିଶା

odisha

ଓଏଏସ ରେଜଲ୍ଟ; ଦେବାଶିଷ ପଣ୍ଡା ଟପ୍ପର

By

Published : Jan 6, 2020, 8:05 PM IST

Updated : Jan 7, 2020, 12:51 AM IST

ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ(ଓଏଏସ) 2018ର ପରୀକ୍ଷା ଫଳ । ଓଏଏସ ଟପ୍ପର ହେଲେ ଦେବାଶିଷ ପଣ୍ଡା । ଅଧିକ ଖବର ପଢନ୍ତୁ...

Debasis Panda is topper
ପ୍ରକାଶ ପାଇଲା ଓଏଏସ ରେଜଲ୍ଟ, ଦେବାଶିଷ ପଣ୍ଡା ହେଲେ ଓଏଏସ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ । ଓଏଏସ ଟପ୍ପର ହେଲେ ଦେବାଶିଷ ପଣ୍ଡା । ଋତୁପର୍ଣ୍ଣା ମହାପାତ୍ର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ଆକାଶ କୁମାର ପଣ୍ଡା ରହିଛନ୍ତି ।

ପ୍ରକାଶ ପାଇଲା ଓଏଏସ ରେଜଲ୍ଟ, ଦେବାଶିଷ ପଣ୍ଡା ହେଲେ ଓଏଏସ ଟପ୍ପର

ସେହିପରି ଚତୁର୍ଥ ସ୍ଥାନରେ ସନ୍ତୋଷିନୀ ଦାଶ, ପଞ୍ଚମରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠରେ ଶକ୍ତିଶ୍ରୀ ଅନିଲ ରଞ୍ଜନ ସାହୁ, ସପ୍ତମରେ ଶତାବ୍ଦୀ ରାୟ, ଅଷ୍ଟମରେ ଦମୟନ୍ତୀ ସାହୁ, ନବମରେ ଶକ୍ତି ମହାପାତ୍ର ଓ ଦଶମ ସ୍ଥାନରେ ସ୍ମରଣିକା ଟୁଲୋ ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ଜାତୀୟ ପାତକା ଦିବସ ପାଲନା କଲେ ରାଜଧାନୀ ବାସୀ।
ଜୁଲାଇ 22 1947 ମସିହା କୁ ଆଜି ସାରା ଭାରତ ଜାତୀୟ ପାତକା ଦିବସ ରୂପ ରେ ପାଳନ କରେ । ଆଜି ଏହି ଅବସର ରେ ଭୁବନେଶ୍ୱର ର ଗୀତଗୋବିନ୍ଦ ଭବନ ରେ ରାଜଧାନୀ ବେଶୀ ବେଶ ଆନଂଦ ରେ ପାଳନ କରିଛନ୍ତି।ଅନ୍ୟ ପଟେ କିଭଳି ଅଗଷ୍ଟ 15 ଜାନୁଆରୀ 26 ଦିନ କୁ ସବୁ ସ୍କୁଲ କଲେଜ ଯେଭଳି ପାଳନ କରାଯିବା ଦରକାର ତା ଉପରେ ସରକାର ଜାତୀୟ ପତକା ଦିବସ କୁ ବି ପାଳନ କରବା ଦରକାର ବୋଲି ଆସଥିବା ସ୍ୱାଧୀନତା ସଂଗାମୀ ମତ ରଖିଛନ୍ତି । ଅନ୍ୟ ପଟେ ଆଜିର ଏହି ଉସବ ବାଚସ୍ପତି ସୂର୍ଯ୍ୟ ପାତ୍ର ଙ୍କ ଦ୍ୱାରା ରେ 20 ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ନାନିତ କରାଜାଇଛି।
Last Updated : Jan 7, 2020, 12:51 AM IST

ABOUT THE AUTHOR

...view details