ଓଡିଶା

odisha

ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ

By

Published : Oct 26, 2021, 12:31 PM IST

ମନୀଷ ଅନୁରାଗ ହତ୍ୟା ମାମଲା । ରସୁଲଗଡ଼ ଫରେନସିକ ଲ୍ୟାବରେ ଚାଲିଛି ଅଭିଯୁକ୍ତ ପଲିଗ୍ରାଫ ଟେଷ୍ଟ । ଅଧିକ ପଢନ୍ତୁ...

ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ
ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ

ଭୁବନେଶ୍ବର: ମନୀଷ ଅନୁରାଗ ହତ୍ୟା ମାମଲା । ମିଛ ସତର କାହାଣୀ କହିବ ମେସିନ । ଏହି ହତ୍ୟା ମାମଲାର ଅଭିଯୁକ୍ତଙ୍କ ଚାଲିଛି ମିଛଧରା ଟେଷ୍ଟ । ରସୁଲଗଡ ଫରେନସିକ ଲ୍ୟାବରେ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ହେଉଛି ।

ମନୀଷ ଅନୁରାଗ ମୃତ୍ୟୁ ମାମଲା, ଚାଲିଛି ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ

ଆଜି ତିନି ଅଭିଯୁକ୍ତ ଅମ୍ରିତ ବିଶ୍ବାଳ, ଦିନେଶ ମହାପାତ୍ର, ମୃତ୍ୟୁଞ୍ଜୟ ନାୟକଙ୍କ ଜେଲରୁ ଆଣି ଟେଷ୍ଟ କରାଇଛି କମିଶନରେଟ ପୋଲିସ । ଏହି ଟେଷ୍ଟ ପରେ ଖୋଲିବ ଅକ୍ଟୋବର ୧୦ତାରିଖ ରାତିର କଳା କାହାଣୀ ।

ହାର୍ଟବିଟ, ପଲ୍ସ ରେଟ ଓ ପଲିଗ୍ରାଫର ମିଟରରୁ ଜଣାପଡ଼ିବ କିଏ ସତ କହୁଛି ଏବଂ କିଏ ମିଛ କହୁଛି । ଏନେଇ ଲ୍ୟାବର ଅଫିସରମାନେ ପ୍ରସ୍ତୁତ କରିଥିବା ୨୦୦ ପ୍ରଶ୍ନର ହଁ ନାଁରେ ଉତ୍ତର ରଖିବେ ତିନି ଅଭିଯୁକ୍ତ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details