ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ 763 କୋରୋନା ଆକ୍ରାନ୍ତ

By

Published : Sep 5, 2021, 7:03 PM IST

ରାଜ୍ୟରୁ ଆଜି ଦିନକରେ 763 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 97 ହଜାର 63ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 763 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 763 କୋରୋନା ଆକ୍ରାନ୍ତ

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 763 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 290 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 9 ଲକ୍ଷ 97 ହଜାର 63 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୪, ପୁରୀରୁ ୩୯, ଅନୁଗୋଳରୁ ୧୮, ବରଗଡ଼ରୁ ୧୩, ଯାଜପୁରରୁ ୩୧, କଳାହାଣ୍ଡିରୁ ୪, ମୟୂରଭଞ୍ଜରୁ ୨୭, ରାୟଗଡ଼ାରୁ ୧, ଗଞ୍ଜାମରୁ ୭, ଢେଙ୍କାନାଳରୁ ୧୧, କେନ୍ଦୁଝରରୁ ୨, ନୟାଗଡ଼ରୁ ୧୭, ଜଗତସିଂହପୁରରୁ ୨୨, ନୂଆପଡାରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୬, ବାଲେଶ୍ବରରୁ ୪୭, ଭଦ୍ରକରୁ ୭, ଦେବଗଡ଼ରୁ ୧୦, ସୁନ୍ଦରଗଡରୁ ୧୬, ସୋନପୁର ୧,କନ୍ଧମାଳରୁ ୧, ମାଲକାନଗିରିରୁ ୩ ଓ ଷ୍ଟେଟ୍‌ ପୁଲ୍‌ରୁ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details