ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ

By

Published : Oct 1, 2021, 7:36 PM IST

ରାଜ୍ୟରୁ ଆଜି ଦିନକରେ 691 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 13ହଜାର 833ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ଶୁକ୍ରବାର) ରାଜ୍ୟରେ 691 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 332 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 13ହଜାର 833ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୫, ଅନୁଗୋଳରୁ ୬,ପୁରୀରୁ ୨୨, ବରଗଡ଼ରୁ ୪, ଯାଜପୁରରୁ ୨୯, ମୟୂରଭଞ୍ଜରୁ ୧୪, ରାୟଗଡ଼ାରୁ ୨, ଗଞ୍ଜାମରୁ ୪, ଢେଙ୍କାନାଳରୁ ୭, କେନ୍ଦୁଝରରୁ ୨, ନୟାଗଡ଼ରୁ ୭, ଜଗତସିଂହପୁରରୁ ୩୦, ଝାରସୁଗୁଡାରୁ ୫, ସମ୍ବଲପୁରରୁ ୧୨, ସୋନପୁରରୁ ୧, କୋରାପୁଟରୁ ୨, ବାଲେଶ୍ବରରୁ ୧୧, ଭଦ୍ରକରୁ ୧୬, ଦେବଗଡ଼ରୁ ୪, ସୁନ୍ଦରଗଡରୁ ୧୧, ବୌଦ୍ଧ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details