ଓଡିଶା

odisha

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ

By

Published : Sep 28, 2021, 8:59 PM IST

ରାଜ୍ୟରୁ ଆଜି ଦିନକରେ 634 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 12 ହଜାର 116ରେ ପହଞ୍ଚିଲା । ଅଧିକ ପଢନ୍ତୁ...

୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ
୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ 634 କୋରୋନା ଆକ୍ରାନ୍ତ

ଭୁବନେଶ୍ବର:ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 634 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 269 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 12 ହଜାର 116 ଜଣ ସୁସ୍ଥ ହୋଇଛନ୍ତି ।


ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୩, ପୁରୀରୁ ୧୯, ବରଗଡ଼ରୁ ୩, ଯାଜପୁରରୁ ୨୭, ମୟୂରଭଞ୍ଜରୁ ୧୪, ରାୟଗଡ଼ାରୁ ୨, ଗଞ୍ଜାମରୁ ୩, ଢେଙ୍କାନାଳରୁ ୮, କେନ୍ଦୁଝରରୁ ୨, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୮, ଝାରସୁଗୁଡାରୁ ୫, ସମ୍ବଲପୁରରୁ ୧୨, ସୋନପୁରରୁ ୧, କୋରାପୁଟରୁ ୪, ବାଲେଶ୍ବରରୁ ୩୦, ଭଦ୍ରକରୁ ୩୧, ଦେବଗଡ଼ରୁ ୧, ସୁନ୍ଦରଗଡରୁ ୬, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details