ଓଡିଶା

odisha

ସ୍ମିତାରାଣୀ ମୃତ୍ୟୁ ମାମଲା: OHRCର ଦ୍ବାରସ୍ଥ ହେଲା କଂଗ୍ରେସ

By

Published : Nov 1, 2019, 11:56 PM IST

ଧର୍ମଶାଳା ବ୍ଲକ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି। ମୃତ୍ୟୁ ଘଟଣାରେ ନୂଆମୋଡ। ଅଧିକ ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁ ମାମଲା: ପରିବାର ଉପରେ ଚାପ ଅଭିଯୋଗ

ଭୁବନେଶ୍ବର: ଯାଜପୁର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ । ପରିବାରଙ୍କୁ ଅପରାଧିଙ୍କ ଧମକ ଓ ପ୍ରଶାସନର ଚାପ ପଡୁଥିବାର ଅଭିଯୋଗ । ଫଳରେ ସ୍ମିତାରାଣୀଙ୍କ ପରିବାର ଓଡିଶା ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଯାହାକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିିଟି ରାଜ୍ୟ ମାନବଧିକାରଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସ୍ମିତାରାଣୀ ମୃତ୍ୟୁ ମାମଲା: ପରିବାର ଉପରେ ଚାପ ଅଭିଯୋଗ

ଗୋଟିଏପଟେ ଯାଜପୁର ଧର୍ମଶାଳା ବ୍ଲକ ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଓଡିଶା ରାଜ୍ୟ ସରକାରଙ୍କ ଓ ଯାଜପୁର ଜିଲ୍ଲା ପ୍ରଶାସନର ଏହି ଘଟଣା ପ୍ରତି କୌଣସି ଆନ୍ତରିକତା ନାହିଁ। ପ୍ରଶାସନ ଏହି ଘଟଣାକୁ ବାଟବଣା କରୁଛି। ଏପରିକି ଦିନକୁ ଦିନ ମୃତକଙ୍କ ସ୍ବାମୀ ଓ ତାଙ୍କ ପରିବାର ଉପରେ ଅହେତୁକ ଚାପ ପଡୁଥିବା ଅଭିଯାଗ ମଧ୍ୟ ହେଉଛି । କେବଳ ଚାପ ନୁହେଁ ମୃତକଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନେ ଅନ୍ୟତ୍ର ଯାଇ ରହିବାକୁ ଚାହୁଁଛନ୍ତି । ଏହାଦ୍ବାରା ପୀଡିତା ପରିବାର ନିରାପଦରେ ରହିବା ଅଧିକାର ଖୁର୍ଣ୍ଣ ହେଉଥିବା ବେଳେ ସିଧାସଳଖ ଭାବରେ ମନାବାଧିକାର ଉଲଘଂନ ହେଉଛି।

ତେବେ ଏଭଳି ଏକ ସ୍ଥିତିରେ ମୃତକଙ୍କ ପରିବାରଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସେମାନଙ୍କୁ ରାଜ୍ୟ ଛାଡିବାକୁ ପଡୁଛି। ତେଣୁ ଏହି ଘଟଣାରେ ରାଜ୍ୟ ମାନବଧିକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଓ ପରିବାର ପ୍ରତି ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଛି କଂଗ୍ରେସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭି ଏଲ ଡବ୍ଲୁ ସ୍ମିତାରଣୀ ମୃତ୍ୟୁ ଘଟଣା, ଚାପ ପରିବାର, ସୁରକ୍ଷା ନେଇ ଓଏଚ ଆର ସିର ଦ୍ୱାରସ୍ତ କଲା କଂଗ୍ରେସ।

ଧର୍ମଶାଳା ପିଡିତା ସ୍ମିତାରାଣୀ ବିଶ୍ବାଳଙ୍କ ପରିବାରଙ୍କୁ ଅପାରାଧି ଓ ପ୍ରଶାସନର ଚାପ ପ୍ରୟୋଗରେ ମୃତ ସ୍ମିତାରାଣୀଙ୍କ ପରିବାର ଓଡିଶା ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେଣୁ ଏହି ଘଟଣାକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟ ରାଜ୍ୟ ମାନବ ଅଧିକାରଙ୍କ ଦ୍ୱାରାସ୍ତ ହୋଇଛନ୍ତି।




Body:

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଭି ଏଲ ଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟ ମୟ ମୃତ୍ୟୁ କୁ ନେଇ ରାଜନୀତି ତେଜିବାରେ ଲାଗିଛି। ଓଡିଶା ରାଜ୍ୟ ସରକାରଙ୍କ ଓ ଯାଜପୁର ଜିଲ୍ଲା ପ୍ରସସନଙ୍କ ଏହି ଘଟଣା ପ୍ରତି କୌଣସି ଆନ୍ତରିକତା ନାହିଁ। ପ୍ରଶାସନ ଏହି ଘଟଣା କୁ ବାଟ ବଣା କରୁଛି। ଦିନକୁ ଦିନ ମୃତକଙ୍କ ସ୍ୱାମୀ ଓ ତାଙ୍କ ପରିବାର ଉପରେ ଅହେତୁକ ଚାପ ପଡୁଛି। କେବଳ ଚାପ ନୁହେଁଇଁ ମୃତକଙ୍କ ପରିବାର ଲୋକ ସେମାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଅନ୍ୟତ୍ର ଯାଇ ରହିବାର ଚଉଁଛନ୍ତି ଏହା ଦ୍ୱାରା ପିଡିତା ପରିବାର ନିରାପଦା ରେ ରହିବା ଅଧିକାର ଖୁର୍ଣ୍ଣ ହେଉଥିବା ବେଳେ ସିଧା ସଳଖ ଭାବରେ ମନାବାଧିକାର ଉଲଘଂନ ହେଉଛି।
ତେବେ ଏଭଳି ଏକ ସ୍ଥିତିରେ ମୃତକଙ୍କ ପରିବାରଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସେମାଙ୍କୁ ରାଜ୍ୟ ଛାଡିବାକୁ ପଡୁଛି। ତେଣୁ ଏହି ଘଟଣା ୱାରେ ରାଜ୍ୟ ମାନବ ଅଧିକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ଓ ପରିବାର ପ୍ରତି ଉଚ ସ୍ଥରୀୟ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ଅନୁରୋଧ କରିଛି। କଂଗ୍ରେସ।

Byte- ଯୋଗେଶ୍ୱର ବାବୁ, କଂଗ୍ରେସ ନେତା।
Byte- ସଂପୂର୍ଣା ରେଖା ସାହୁ, କଂଗ୍ରେସ ନେତ୍ରୀ।



Conclusion:

ABOUT THE AUTHOR

...view details