ଓଡିଶା

odisha

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର

By

Published : Aug 20, 2022, 7:47 AM IST

Updated : Aug 20, 2022, 8:30 AM IST

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର

ଭୁବନେଶ୍ବର:ଆକାଶଛୁଆଁ ହୋଇଛି ପରିବା ଦର । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ବନ୍ୟା ସ୍ଥିତି। ପରିବାରେ ହାତ ମାରି ହେଉନାହିଁ । ଯେଉଁ ପରିବା ଉପରେ ହାତ ବୁଲାଇଲେ ସବୁ 50 ପାର । ଲଗାଣ ବର୍ଷା ଯୋଗୁଁ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର
Vegetable Price In Odisha, ବନ୍ୟା ପାଇଁ ବଢୁଛି ପରିବା ଦର


Last Updated :Aug 20, 2022, 8:30 AM IST

ABOUT THE AUTHOR

...view details