ଓଡିଶା

odisha

Mamita Murder Case: ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

By

Published : Dec 9, 2021, 11:35 AM IST

Updated : Dec 9, 2021, 12:15 PM IST

ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଘଟଣାକୁ ନେଇ ଆଜି ବିଧାନସଭା ଘେରାଉ କରିବ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ( BJP Yuba morcha Gherao Assembly ) । ଅଧିକ ପଢନ୍ତୁ

ମମିତା ହତ୍ୟା ଘଟଣାକୁ ଆଜି ବିଧାନସଭା ଘେରାଉ କରିବ BJP Yuba Morcha
ମମିତା ହତ୍ୟା ଘଟଣାକୁ ଆଜି ବିଧାନସଭା ଘେରାଉ କରିବ BJP Yuba Morcha

ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଘଟଣାକୁ ନେଇ ଆଜି ବିଧାନସଭା ଘେରାଉ କରିବ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ( BJP Yuba Morcha Gherao Assembly )। ମମିତା ମେହେର ହତ୍ୟା ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଆଜି ବିଧାନସଭା ଘେରାଉ କରିବ । ରାମ ମନ୍ଦିରରୁ ଏକ ରାଲି ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବା ନେଇ ସୂଚନା ମିଳିଛି ।

Mamita Murder Case: ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 9, 2021, 12:15 PM IST

ABOUT THE AUTHOR

...view details