ଝାରପଡାରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

By

Published : Oct 5, 2022, 9:36 PM IST

thumbnail

ଭୁବନେଶ୍ବର: ଝାରପଡ଼ା ମେଲଣ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ । ଦୁଇବର୍ଷର କୋଭିଡ କଟକଣା ପରେ ଦଶହରାରେ ଦୁର୍ଗାପୂଜା ମଣ୍ଡପ ଗୁଡ଼ିକରେ ମା'ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିକୁ ମଧ୍ୟ ଅନୁମତି ମିଳିଥିଲା । ତେବେ ଭୁବନେଶ୍ବର ଝାରପଡ଼ା ମେଲଣ ପଡ଼ିଆରେ ପବିତ୍ର ବିଜୟା ଦଶମୀରେ ଆତସବାଜି ସହିତ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିଲା । ଏହା ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.