ED Questioning Rahul Gandhi: ନବରଙ୍ଗପୁର କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

By

Published : Jun 17, 2022, 6:56 PM IST

thumbnail

ନବରଙ୍ଗପୁର: ନ୍ୟାସନାଲ ହେରାଲଡ ମାମଲାକୁ ବିରୋଧ କରି ନବରଙ୍ଗପୁର କଂଗ୍ରେସ ପ୍ରତିବାଦ କରିଛି । ସେମାନେ ଅଭିଯୋଗ କରିଛନ୍ତି ଯେ, ବିଜେପି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରି ବିରୋଧିଙ୍କୁ ହଇରାଣ କରିବା ସ୍ବର ଦବାଇ ଦେବାକୁ ଚାହୁଁଛି । ମୋଦି ସରକାର ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ସେଇ ପ୍ରତିଶୃତି ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.