Christmas Special: ଖ୍ରୀଷ୍ଟମାସରେ ଘରେ ବନାନ୍ତୁ ପ୍ଲମ୍ ପୁଡିଙ୍ଗ୍

By

Published : Dec 29, 2021, 12:57 PM IST

thumbnail

ହାଇଦ୍ରାବାଦ: ଖ୍ରୀଷ୍ଟମାସ ବା ବଡ଼ଦିନ (Christmas)। ଖ୍ରୀଷ୍ଟମାସରୁ ନୂଆବର୍ଷ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରି ମଉଜ ମଜଲିସ କରନ୍ତି । ବିଶେଷ କରି ଖ୍ରୀଷ୍ଟମାସ ଆସିଲେ ଚକୋଲେଟ, କେକ, କୁକିଜ କଥା ମନେପଡ଼େ । ତେବେ ଖ୍ରୀଷ୍ଟମାସରେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ କେକ ତିଆରି କରିପାରିବେ । ଏଭଳି ଏକ ସହଜ କେକ ରେସିପି ହେଉଛି ପ୍ଲମ୍ ପୁଡିଙ୍ଗ୍ (Plum Pudding)। ତେବେ ଆଉ ଡେରି କାହିଁକି । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.