Christmas Special: ଖ୍ରୀଷ୍ଟମାସରେ ଘରେ ବନାନ୍ତୁ ଲେମନ ପାଉଣ୍ଡ କେକ୍‌

By

Published : Dec 28, 2021, 12:57 PM IST

thumbnail

ଖ୍ରୀଷ୍ଟମାସ ଆସିଲେ ଆମର ସାଣ୍ଟା କ୍ଲଜ, ଚୋକଲେଟ, କେକ, କୁକିଜ କଥା ମନେପଡ଼େ। ଏହି ଦିନ ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହାସହ ପରସ୍ପରକୁ ବାଣ୍ଟିବା ପରମ୍ପରା ମଧ୍ୟ ରହିଛି। ଏଥର ଖ୍ରୀଷ୍ଟମାସରେ(Christmas) ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରିବାକୁ ଚାହୁଁଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ଲେମନ ପାଉଣ୍ଡ କେକ୍(Lemon Pound Cake)। ଆଉ ଡେରି ନକରି ଆସନ୍ତୁ ଜାଣିବା ଲେମନ ପାଉଣ୍ଡ କେକ୍‌ର ପ୍ରସ୍ତୁତ ପ୍ରଣାଳୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.