ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା, ଘଣ୍ଟ ଘଣ୍ଟାରେ କମ୍ପୁଛି ସିଲଭର ସିଟି

By

Published : Oct 6, 2022, 3:21 PM IST

thumbnail

କଟକ: ଦଶହରା ପରେ ଏବେ ବିଦାୟ ନେଉଛନ୍ତି ମା'। ସିଲଭର ସିଟିରେ ଚାଲିଛି ମା’ ଦୁର୍ଗାଙ୍କ ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟ, ଘଣ୍ଟ ଘଣ୍ଟାରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ତେବେ ମା’ଙ୍କୁ ବିଦାୟ ଦିଆଯାଉଥିବା ବେଳେ କଟକରେ ଜାରି ରହିଛି ବର୍ଷା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.