ସାଙ୍ଗ ଭାବେ ଖୁସି ଓଡିଆ ଭାବେ ଗର୍ବିତ, ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଲେ ସ୍କୁଲ ସାଙ୍ଗ

By

Published : Jun 23, 2022, 1:56 PM IST

thumbnail

ଭୁବନେଶ୍ବର: ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ତାଙ୍କ ଜନ୍ମସ୍ଥାନଠୁ କର୍ମସ୍ଥାନ ଯାଏଁ ସବୁଠି ଖୁସିର ମାହୋଲ । ରାଷ୍ଟ୍ରପତି ପ୍ରାର୍ଥୀ ନାମ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ପଢୁଥିବା କଲେଜର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଆରମ୍ଭ କରି ବନ୍ଧାବୀଙ୍କ ଯାଏଁ ସମସ୍ତେ ଗର୍ବିତ ଅନୁଭବ କରୁଥିବାର କହିବା ସହ ଅଭିନନ୍ଦନ ଜଣାଇଛନ୍ତି । ଶୁଣନ୍ତୁ ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କ'ଣ କହୁଛନ୍ତି ତାଙ୍କ ସ୍କୁଲ ସାଙ୍ଗ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.