ସାଆନ୍ତେଙ୍କ ସୁନାବେଶ ଦର୍ଶନ ପାଇଁ ଜନସମୁଦ୍ର ଶ୍ରୀକ୍ଷେତ୍ର

By

Published : Jul 10, 2022, 4:19 PM IST

thumbnail

ପୁରୀ: ଚଉଦ ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁ କି । ଅନେକ କାଳର ଦୁଃଖ ଉପେକ୍ଷିବେ କାଳ ଶ୍ରୀମୁଖକୁ ଚାହିଁକି । ଆଜି ମହାପ୍ରଭୁଙ୍କ ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବ । ସାଆନ୍ତେଙ୍କ ସୁନାବେଶ ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ରାତି 12ଟା ଯାଏ ଦର୍ଶନ କରି ପାରିବେ ଭକ୍ତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.