Republic Day: ମୁଗ କ୍ଷେତରେ ତ୍ରିରଙ୍ଗା ଉଡାଇ ଗଣତନ୍ତ୍ର ଦିବସ ପାଳିଲେ ଚାଷୀ

By

Published : Jan 26, 2022, 1:11 PM IST

thumbnail

ଖୋର୍ଦ୍ଧା: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ।ଗଣତନ୍ତ୍ର ଦିବସ ପାଇଁ ପୁରଠୁ ପଲ୍ଲୀ ସୁବୁଠି ଉତ୍ସବର ମାହୋଲ । ଦେଶର ବିଭିନ୍ନ କୋଣ ଅନୁକୋଣରେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । କିନ୍ତୁ ଆଜି ଏହି ଗଣତନ୍ତ୍ର ଦିବସକୁ ନିଆରା ଭାବେ ଗହୀର ଭିତରେ ଥିବା ମୁଗ କ୍ଷେତରେ ପାଳିଛନ୍ତି ଚାଷୀ କୂଳ । ଖୋର୍ଦ୍ଧା କଡବ ଗାଁର ମୁଗ କ୍ଷେତରେ ଚାଷୀମାନେ ଏକାଠି ହୋଇ ଚାଷୀ କୂଳ ପ୍ରତି ସରକାର କରିଥିବା ଅଣଦେଖା ପ୍ରତିବାଦରେ ପତାକା ଉଡାଇଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.