ଇଟିଭି ଭାରତ ପ୍ରଭାବ; ଇଞ୍ଜିନିୟରିଂ ଛାତ୍ରଙ୍କ ନୂଆ ଟେକ୍ନୋଲୋଜିକୁ ଆପଣେଇଲା ବିଏମସି

By

Published : Dec 16, 2019, 10:12 PM IST

thumbnail

କିଛି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ରାଜଧାନୀବାସୀଙ୍କୁ ଏକ ଉପହାର ଦେଇଛନ୍ତି । ଯାହା ଏକାଧିକ ସୁବିଧା ଯୋଗାଇବା ସହ ଦେବ ସମସ୍ତ ସୂଚନା । ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ କମ୍ପାନୀ ବିକଶିତ କରିବା ସହିତ ଏହାର ନାମ ରହିଛି 'ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) । ପଢନ୍ତୁ ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.