ନିଯୁକ୍ତି ନାହିଁ ତାଲିମ କଣ ହେବ ?

By

Published : Oct 25, 2019, 3:26 PM IST

thumbnail

କଟକ: ତାଲିମପ୍ରାପ୍ତ ଏଏନଏମ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଣଦେଖା । 2006 ମସିହାରୁ ଆଜି ପର୍ଯ୍ୟନ୍ତ 17ହଜାର ଏଏନଏମଙ୍କ ଭାଗ୍ୟ ଏବେ ଅନ୍ଧକାରରେ । ତାଲିମ ନେଉଛନ୍ତି ସିନା ପାଉ ନାହାଁନ୍ତି ନିଯୁକ୍ତି । ସରକାର ବର୍ତ୍ତମାନ ସୁଦ୍ଧା ତାଲିମ ପ୍ରାପ୍ତ ଛାତ୍ରୀଛାତ୍ରୀଙ୍କୁ ନିଯୁକ୍ତି ଦେଇନଥିବା ବେଳେ ପୁଣି ତାଲିମ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯାହାକୁ ବିରୋଧ କରିଛି ନିଖିଳ ଓଡିଶା ଅଣନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ବାସ୍ଥ୍ୟସଂଘ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.