U19 Cooch behar Trophy: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ହରିୟାଣାକୁ ଭେଟିବ ଓଡିଶା

By

Published : Nov 24, 2022, 12:44 PM IST

Updated : Feb 3, 2023, 8:33 PM IST

thumbnail

ସମ୍ବଲପୁର: ସମ୍ବଲପୁରର ଭିଏସଏସ ଷ୍ଟାଡିୟମରେ ଖେଳାଯିବ ଅଣ୍ଡର ୧୯ କୁଚ୍‌ ବିହାର କ୍ରିକେଟ ମ୍ୟାଚ୍‌ l ଏହି ଗ୍ରାଉଣ୍ଡରେ ୧୯ ବର୍ଷରୁ କମ ଓଡିଶା ଟିମ ହରିୟାଣାକୁ ଭେଟିବ । ଟିମ ଓଡିଶା ପହଞ୍ଚି ସାରିଥିବାବେଳେ ମ୍ୟାଚ୍‌ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ଆୟୋଜନଙ୍କ ସୂଚନା । ଇଟିଭି ଭାରତ, ସମ୍ବଲପୁର

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.