Watch Video: କ୍ରିକେଟ ଖେଳିଲେ କ୍ରୀଡା ମନ୍ତ୍ରୀ

By

Published : Dec 12, 2022, 10:09 AM IST

Updated : Feb 3, 2023, 8:35 PM IST

thumbnail

ଲକ୍ଷ୍ନୌ: କ୍ରିକେଟ ଖେଳିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ । କ୍ରିକେଟ ମଇଦାନରେ ସଟ୍ ମାରିବାରେ ନଜର ଆସିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର । ଉତ୍ତର ପ୍ରଦେଶ ବାରାଣାସୀର 'କାଶୀ ତାମିଲ ସଙ୍ଗମାମ' ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଖେଳାଳିଙ୍କ ସହିତ କ୍ରିକେଟ ଖେଳିଛନ୍ତି । ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ସାମିଲ ଥିବା ଖେଳାଳି ବୋଲିଂ କରୁଥିବା ବେଳେ ଅନୁରାଗ ଠାକୁର ବ୍ୟାଟିଂ କରୁଛନ୍ତି ।

Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.