Gopalpur Beach Festival: ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ଝୁମାଇଲେ ସୋନା

By

Published : Dec 26, 2022, 12:08 PM IST

Updated : Feb 3, 2023, 8:37 PM IST

thumbnail

ବ୍ରହ୍ମପୁର: ଆରମ୍ଭ ହୋଇଛି ଗୋପାଳପୁର ବେଳାଭୂମୀ ମୋହତ୍ସବ । ତେବେ ଦ୍ବିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଝିଅ କଣ୍ଠଶିଳ୍ପୀ ସୋନା ମହାପାତ୍ର । ଯାଦୁଗରୀ କଣ୍ଠରେ ଦର୍ଶଙ୍କୁ ଝୁମାଇଥିଲେ ସୋନା । ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ସୋନା ମଞ୍ଚରେ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରିବା ସହିତ ମଞ୍ଚ ତଳକୁ ଓଲ୍ଲାଇ ଦର୍ଶକଙ୍କ ମନ ଜିଣିଥିଲେ । ଜିଆ ଲାଗେନା ତୁମ ବିନ ମୋରା, ଅମ୍ବର ସରିଆ ଏବଂ ରଙ୍ଗବତୀ ଗୀତଭଳି ଅନେକ ହିଟ ଗୀତର ତାଳେତାଳେ ଶ୍ରୋତାଙ୍କୁ ଝୁମାଇଥିଲେ । ଚଳିତବର୍ଷର ମହୋତ୍ସବ ବହୁତ ଭଲ ଭାବରେ ଆୟୋଜନ ହୋଇଥିବା ନେଇ କହିଥିଲେ ସୋନା ।

Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.