ଧନୁଆ ନଦୀ ବନ୍ୟାର ବିକଳ୍ପ ନାହିଁ କହିଲେ ମନ୍ତ୍ରୀ ସମୀର

By

Published : Aug 20, 2022, 7:24 PM IST

Updated : Feb 3, 2023, 8:27 PM IST

thumbnail

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ଏନେଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ଇଟିଭି ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଧନୁଆ ନଦୀର ବନ୍ୟା ବିକଳ୍ପ ନାହିଁ । ଏପରିକି ବନ୍ଧ କରିବା ସମ୍ଭବପର ନୁହେଁ । କେବଳ ଅଚ୍ୟୁତପୁର କାଜ ଯେଉଁଠି ଏହି ବନ୍ୟାର ଉତ୍ପତ୍ତି ସ୍ଥଳ ବୋଲି ମନ୍ତ୍ରୀ କହିଛନ୍ତି । ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.