Holi 2023: ଘରେ ବନାନ୍ତୁ ବେସନ ଲଡୁ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Mar 5, 2023, 2:05 PM IST

thumbnail

ହାଇଦ୍ରାବାଦ: ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି । ଏହି ପର୍ବକୁ ସେଲିବ୍ରେଟ କରିବା ପାଇଁ ଚାରିଆଡେ ଉତ୍ସାହର ମାହୋଲ । ତେବେ ରଙ୍ଗର ପର୍ବ ହୋଲିରେ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇବା ସହ ମିଠା ଖୁଆଇ ଶୁଭେଚ୍ଛା ଜଣାଇବେ । କଥାରେ ଅଛି ମିଠା ବିନା ହୋଲି ଅଧୁରା । 

ରଙ୍ଗ, ଭାଇଚାରା ଓ ସଦଭାବନାର ପର୍ବ ହୋଲି । ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଚ୍ଛା ଜଣାଇବେ । ତେବେ ଏଥର ହୋଲିରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରି ହୋଲି ଖେଳିବାକୁ ଚାହୁଁଛନ୍ତି କି ? ବଜାରରେ ତ ଅନେକ ପ୍ରକାର ବେସନ ଲଡୁ ମିଳିଥାଏ । କିନ୍ତୁ ଘରେ ବନାଇ ଅତିଥିଙ୍କୁ ଖୁଆଇବା ମଜା ହିଁ କିଛି ଅଲଗା ଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ବେସନ ଲଡୁର ପ୍ରସ୍ତୁତି ପ୍ରଣାଳୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.