Lok Sabha: ସମ୍ବଲପୁର ବାର ସସପେଣ୍ଡ ପ୍ରସଙ୍ଗ, ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସୁରେଶ ପୂଜାରୀ

By

Published : Dec 16, 2022, 4:13 PM IST

Updated : Feb 3, 2023, 8:36 PM IST

thumbnail

ନୂଆଦିଲ୍ଲୀ: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଗତ ୧୨ ତାରିଖରେ ଘଟିଥିବା ଅଭାବନୀୟ ପରିସ୍ଥିତି, ପରେ ଓକିଲ ସଂଘର ସମସ୍ତ ସଭ୍ୟଙ୍କୁ ନିଳମ୍ବିତ ଘଟଣା । ଲୋକସଭାରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ବିଜେପି ବରଗଡ ସାଂସଦ ସୁରେଶ ପୂଜାରୀ ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.