Lok Sabha: ପୁଣି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଲେ ସାଂସଦ ସୁରେଶ ପୂଜାରୀ

By

Published : Dec 20, 2022, 1:52 PM IST

Updated : Feb 3, 2023, 8:36 PM IST

thumbnail

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଏଥିପାଇଁ ଆନ୍ଦୋଳନକୁ ଓହ୍ଲାଇ ଆଇନଜୀବୀଙ୍କୁ ବାର କାଉନ୍‌ସିଲ ନିଲମ୍ବିତ ମଧ୍ୟ କରିଛି। ଏହି ପ୍ରସଙ୍ଗକୁ ଆଜି ସଂସଦରେ ଉଠାଇଛନ୍ତି ସାଂସଦ ସୁରେଶ ପୂଜାରୀ । ଏ ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସାଂସଦ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଭିତ୍ତିଭୁମୀ ଯୋଗାଇବା ସହ ସମସ୍ତ ଖର୍ଚ୍ଚ ବହନ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ସାଂସଦ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.