ଭାରତ ବନ୍ଦ ଡାକରାକୁ ବ୍ରହ୍ମପୁରରେ ସମର୍ଥନ

By

Published : Mar 28, 2022, 2:50 PM IST

Updated : Feb 3, 2023, 8:21 PM IST

thumbnail

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଦୁଇ ଦିନିଆ ଭାରତ ବନ୍ଦ ଡାକରାର ପ୍ରଭାବ ବ୍ରହ୍ମପୁରରେ ଦେଖିବାକୁ ମିଳିଛି । ବନ୍ଦ ଡାକରାକୁ ସମର୍ଥନ ଜଣାଇ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଦେଶରେ ଡିଜେଲ,ପେଟ୍ରୋଲ, ଗ୍ୟାସର ଦର ବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.