ଖ୍ରୀଷ୍ଟମାସ ସ୍ପେସିଆଲ: ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ୍‌ ଚିପ୍ସ ମଫିନ୍ସ

By

Published : Dec 20, 2020, 9:44 PM IST

thumbnail

ଖ୍ରୀଷ୍ଟମାସରେ କେକ୍‌ ଓ ମଫିନ୍ସ ଆଦି ଖାଇବାକୁ ମନ ହୋଇଥାଏ । ହେଲେ ଏହାକୁ ଖାଇବାକୁ କୌଣସି ବେକେରୀ ସପ୍‌ କୁ ଯିବାକୁ ପଡିବନି । ଘରେ ହିଁ ପ୍ରସ୍ତୁତ କରିପାରିବେ ଚକଲେଟ୍‌ ଚିପ୍ସ ମଫିନ୍ସ । ତେବେ ଦେଖନ୍ତୁ ଏହି ଭିଡିଓ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.