ଦକ୍ଷିଣ ଭାରତୀୟଙ୍କ ଶୈଳୀରେ ପ୍ରସ୍ତୁତ କରନ୍ତୁ ‘ଫାଲସା ସରବତ’

By

Published : Jul 29, 2020, 7:45 PM IST

thumbnail

ଫାଲସା କିମ୍ବା ଗ୍ରେୱା ଏସିଆଟିକା, ଏଗୁଡିକ ସାଧାରଣତଃ ଗ୍ରୀଷ୍ମଋତୁରେ ହିଁ ହୋଇଥାଏ । ଏଥିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍-ଏ ଓ ସି ଭଳି ଅତ୍ୟାବଶ୍ୟକୀୟ ପୋଷକ ତତ୍ତ୍ବ ରହିଥାଏ । ଏହା ସ୍ବାସ୍ଥ୍ୟ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହି ଫଳ କ୍ଷତକୁ ଭଲ କରିବାରେ ସାହାଯ୍ୟ କରିଥାଏ । ରକ୍ତକୁ ଶୁଦ୍ଧ କରିଥାଏ ଓ ଆପଣଙ୍କ ତ୍ବଚାକୁ ସ୍ବଚ୍ଛ ଓ ଚମକ ପ୍ରଦାନ କରିଥାଏ । ଫାଲସାର ରଙ୍ଗ ଆକର୍ଷଣୀୟ ଓ ଏହା ସ୍ବାଦଷ୍ଟ ମଧ୍ୟ । ତେଣୁ ଲକଡାଉନ୍ ରେସିପିର ଏହି କ୍ରମରେ, ଆମେ ଆପଣଙ୍କ ପାଇଁ ‘ଫାଲସା ସରବତ୍’ ର ରେସିପି ରଖିଛୁ । ଏହା ସବୁଠାରୁ ସରଳ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.