Gulkand Milkshake: ଘରେ ବନାନ୍ତୁ ଗୁଲକନ୍ଦ ସେକ, ଦେଖନ୍ତୁ ଭିଡିଓ

By

Published : Jul 2, 2022, 9:08 AM IST

Updated : Feb 3, 2023, 8:24 PM IST

thumbnail

ହାଇଦ୍ରାବାଦ: ସାଧାରଣତଃ କ୍ଷୀର ଆଉ ଗୋଲାପରେ ପ୍ରସ୍ତୁତ ପାନୀୟର ସ୍ବାଦ ପୁରା ନିଆରା । ପର୍ବପର୍ବାଣୀ ପଡିଲେ ଘରେ ନୂଆ ନୂଆ ଖାଦ୍ୟ ତିଆରି କରିଥାନ୍ତି ଗୃହିଣୀ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ଚଟ୍‌ପଟା ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ଗୁଲକନ୍ଦ ସେକ । ତେବେ କିପରି ପ୍ରସ୍ତୁତ କରିବେ ଗୁଲକନ୍ଦ ସେକ ଜାଣିବା ପାଇଁ ଦେଖନ୍ତୁ ଭିଡିଓ ।

Last Updated : Feb 3, 2023, 8:24 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.