ଡାଏଟକୁ କରନ୍ତୁ ଟେଷ୍ଟି, ଘରେ ବନାନ୍ତୁ ‘ଷ୍ଟଫ୍ ଏଗ୍’

By

Published : Jul 30, 2020, 1:20 PM IST

thumbnail

ନିୟମିତ ଖାଦ୍ୟରେ ଅଣ୍ଡାର ଉପକାରିତା ଉପରେ ବାରମ୍ବାର ପ୍ରଶ୍ନ କରାଯାଇଛି କିନ୍ତୁ ବିଶେଷଜ୍ଞ ତଥା ଡାଏଟିଟିସିଆନମାନେ ଅଣ୍ଡାକୁ ଅନ୍ୟତମ ପୁଷ୍ଟିକର ଖାଦ୍ୟ ଭାବରେ ପରାମର୍ଶ ଦେଇଛନ୍ତି । ଅଣ୍ଡାରେ ଭିଟାମିନ୍ ଡି, ଜିଙ୍କ, ସେଲେନିୟମ ଓ ଭିଟାମିନ୍-ଇ ଥାଏ । ଏହା ଶରୀରର ସଠିକ୍ ପ୍ରତିରକ୍ଷା କାର୍ଯ୍ୟ ପାଇଁ ଜରୁରୀ ଅଟେ । ପାରମ୍ପାରିକ ଷ୍ଟଫ୍ ଅଣ୍ଡା ରେସିପିରେ ହଳଦୀ, ସୋରିଷ ତେଲ ଓ ମିୟୋନିଜ୍ ମିଶିଥାଏ । ତାହାଲେ ଆଉ ଡେରି ନକରି ଏହି ଭିଡିଓକୁ ଦେଖି ଘରେ ପ୍ରସ୍ତୁତ କରନ୍ତୁ ଷ୍ଟଫ୍ ଅଣ୍ଡା ରେସିପି...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.