ଘରେ ପ୍ଲମ୍ ପୁଡିଂ ପ୍ରସ୍ତୁତ କରି, ଖ୍ରୀଷ୍ଟମାସ ଉତ୍ସବକୁ ଆଲୋକିତ କରନ୍ତୁ

By

Published : Dec 18, 2020, 10:32 PM IST

thumbnail

ପ୍ଲମ ପୁଡିଂ ବା ଖ୍ରୀଷ୍ଟମାସ ପୁଡିଂ ! ଏହା କୌଣସି ଫଳରୁ ତିଆରି ନୁହେଁ ବରଂ ଏହା ଖ୍ରୀଷ୍ଟମାସ ମିଠା ଭାବେ ଇଂଲଣ୍ଡରେ ପ୍ରସିଦ୍ଧ । ଏହି ପ୍ଲମ୍ ପୁଡିଂ ଯେକୌଣସି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକ ପ୍ରସ୍ତୁତ କରି ଖ୍ରୀଷ୍ଟମାସ ରାତ୍ରୀ ଭୋଜନ ସମୟରେ ସମସ୍ତଙ୍କୁ ପରସନ୍ତି । କହିବାକୁ ଗଲେ ଏହି ମିଠାର ବହୁତ ଚାହିଦା ରହିଛି । ଏହାର ଲୋକପ୍ରିୟତାକୁ ଧ୍ୟାନରେ ରଖି ଆମେ ମଧ୍ୟ ଏହି ପାରମ୍ପାରିକ ମିଠା ସହିତ ଆମର ‘ଖ୍ରୀଷ୍ଟମାସ ସ୍ପେଶାଲ୍ ରେସିପି’ ସିରିଜ୍ ଆରମ୍ଭ କରିଛୁ । ଘରେ ଏହି ପୁଡିଂ ପ୍ରସ୍ତୁତ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆମ ସହିତ ଆପଣଙ୍କର ମତାମତ ସେୟାର କରନ୍ତୁ । ଅଧିକ ଖ୍ରୀଷ୍ଟମାସ ରେସିପି ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ । ହାପି କୁକିଂ !

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.